ବଡ଼ଠାକୁରଙ୍କ ତାଳଧ୍ବଜ ପରେ ମା’ ସୁଭଦ୍ରାଙ୍କ ରଥ ‘ଦର୍ପଦଳନ’ ଶରଧାବାଲି ଅଭିମୁଖେ ଗଡ଼ିଛି। ଦୁଇ ରଥକୁ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାରେ ଟାଣୁଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଛି। ରଥ ଟଣାଯିବା ବେଳେ ପୁରୀ ବଡ଼ଦାଣ୍ଡ ଘଣ୍ଟ, ଶଙ୍ଖର ତାଳେତାଳେ ହରିବୋଲ ଓ ହୁଳହୁଳି ଶଦ୍ଦ ଶୁଭୁଛି। କିଛି ସମୟରେ ଜଗତରନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ଟଣାଯିବ।ଚଳିତ ରଥଯାତାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଯୋଡ଼ି ହୋଇଛନ୍ତି। ସେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ରଥଯାତ୍ରା ଦେଖିଛନ୍ତି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ସମ୍ବିତ ପାତ୍ର, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।ଚଳିତ ରଥଯାତାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଯୋଡ଼ି ହୋଇଛନ୍ତି। ସେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ରଥଯାତ୍ରା ଦେଖିଛନ୍ତି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ସମ୍ବିତ ପାତ୍ର, ବିରୋଧୀ ଦଳ|ରଥଟଣା ଯିବା ପୂର୍ବରୁ ତିନି ରଥରେ ବିଜେ ହେଲେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା। ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲା ଶ୍ରୀଜିଉ। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି କରାଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଥିଲେ ବଡ଼ଠାକୁର ବଳଭଦ୍ର। ତାପରେ ମା ସୁଭଦ୍ରା ଓ ଶେଷରେ ପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଥିଲେ। ତାଳଧ୍ବଜରେ ବଡ଼ଠାକୁର, ଦର୍ପଦଳନରେ ମା’ ସୁଭଦ୍ରା ବିରାଜିତ ହୋଇଥିଲେ। ନନ୍ଦିଘୋଷ ରଥରେ ବିରାଜିଥିଲେ ମହାପ୍ରଭୁ କଳିଆ ସାଆନ୍ତ। ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି ମହାରାଜ । ମହାପ୍ରଭୁଙ୍କ ଆଳତୀ ବନ୍ଦାପନା ସହ ଚାମର ସେବା କଲେ ଗଜପତି ମହାରାଜ। ପରେ ସେ ରଥ ଉପରେ ଛେରାପହଁରା ନୀତି କରିଥିଲେ।
About The Author
Related Posts
2 Comments
Leave a reply Cancel reply
Recent Posts
- Nureca Limited Reports 18.28 percent Growth for Q3 FY25, Releases Strategic Plan for FY26
- Samsung Galaxy S25 Ultra Introduces Corning Gorilla Armor 2, the Industry’s First Anti-Reflective Glass Ceramic For Mobile Devices
- ASRTU Launches Nationwide Initiative to Honour Drivers on “Drivers Day”
- Strong Workplace Culture Key to Retention: 91 percent Say Work-Life Balance Is Crucial, Reports Primus Partners
- The ROI of Luxury: Why Investing in Luxury Homes in NCR is a Smart Move
- Editor's Pick (14)
- Main Stories (38)
- National & International (3,347)
- Popular (2)
- Uncategorized (4)
- ଅପରାଧ (2)
- ଅର୍ଥ ବ୍ୟବସ୍ଥା (9)
- ଉଦ୍ୟୋଗ (8)
- ଓଡ଼ିଶା (17)
- କ୍ରୀଡା (2)
- ଟେକ୍ନୋଲୋଜି (8)
- ଦେଶ ବିଦେଶ (3)
- ଫ୍ୟାଶନ୍ (2)
- ବାଣିଜ୍ୟ ଓ ଅର୍ଥ (22)
- ବିଜ୍ଞାନ (1)
- ବ୍ୟକ୍ତିବିଶେଷ (1)
- ଭ୍ରମଣ (8)
- ମନୋରଞ୍ଜନ (14)
- ରାଜନୀତି (12)
- ଶିକ୍ଷା (8)
- ଷ୍ଟାର୍ଟଅପ୍ (2)
- ସାହିତ୍ୟ ଓ ସଂସ୍କୃତି (6)
- ସ୍ୱତନ୍ତ୍ର (7)
- ସ୍ୱାସ୍ଥ୍ୟ (5)
[url=https://pint77.com] Pinterest advertising for the USA and English-speaking countries. Etsy, amazon, shopify, ebay[/url]
[url=https://app.getgrass.io/register/?referralCode=ftQcOU_kA-dCl9V]You are sleeping – your PC is collecting crypto. The Grasse Network uses 1% of your PC to collect artificial intelligence data from the Internet. Join for free. You can now connect your Solana wallet to Grass[/url]