ରାଜ୍ୟରେ କୋଭିଡ୍ର କେପି. ୨ ପ୍ରଜାତିର ୧୭ ମାମଲା ନଜରକୁ ଆସିଛି। ଦୁଇବର୍ଷ ତଳେ ଚିହ୍ନଟ ହୋଇଥିବା ଓମିକ୍ରନ୍ ପ୍ରଜାତିର ଜେଏନ୍.୧ ଉପ-ପ୍ରଜାତି ଅଧୀନରେ ଆସୁଛି କେପି.୨। ଯାହାକି ଏବେ ସିଙ୍ଗାପୁରେ କରୋନା ସଂକ୍ରମଣ ବ୍ୟାପିବା ପଛର ପ୍ରମୁଖ କାରଣ ପାଲଟିଛି। ଦେଶର ୭ଟି ରାଜ୍ୟରୁ ୩୪ଟି କେପି.୧ ମାମଲା ଚିହ୍ନଟ ହୋଇଛି। ମାତ୍ର ଓଡ଼ିଶାରେ ଏହା ମିଳିନାହିଁ। ପଶ୍ଚିମବଙ୍ଗରେ କେପି.୧ର ୨୩ ଓ କେପି.୨ର ୩୬ଟି କୋଭିଡ୍ ମାମଲା ନଜରକୁ ଆସିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) କେପି.୨ ପ୍ରଜାତି ଉପରେ ତୀକ୍ଷ୍ଣ ନଜର ରଖିଛି। ବିଶ୍ବରେ ଏବେ ଯେଉଁ କୋଭିଡ୍ ମାମଲା ନଜରକୁ ଆସୁଛି ଏଥିରେ ଜେଏନ୍.୧ର ସବ୍ ଲିନିଏଜ୍ କେପି.୧ ଓ କେପି.୨ ପ୍ରମୁଖତାରେ ରହିଛି। ତେବେ ଓଡ଼ିଶାରେ କେପି.୨ ମାମଲାକୁ ନେଇ ରୋଗୀଙ୍କ ସଂଖ୍ୟାରେ କୌଣସି ବୃଦ୍ଧି ଦେଖିବାକୁ ମିଳିନାହିଁ।ଆରଏମ୍ଆର୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ମାର୍ଚ୍ଚରେ ଭାରତୀୟ ବାୟୋଲୋଜିକାଲ ଡାଟା ସେଣ୍ଟର(ଆଇବିଡିସି)କୁ ଜିନ୍ ଅନୁଶୀଳନ ତଥ୍ୟ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗ୍ରହ ହୋଇଥିବା ନମୁନାର ଜିନ୍ ଅନୁଶୀଳନ କରାଯାଇଥିଲା। ସେତେବେଳେ ତାହା ଜେଏନ୍.୧ ଭାବେ ବିବେଚିତ ହେଉଥିଲା। ମାତ୍ର ଏବେ ତାହାକୁ କେପି.୨ ଭାବେ ଗ୍ରହଣ କରାଯାଉଛି। ଏବେ କୌଣସି ନୂଆ ମାମଲା ଚିହ୍ନଟ ହୋଇନାହିଁ। କୌଣସି ଭୂତାଣରେ ନିୟମିତ ଭାବେ ମ୍ୟୁଟେସନ୍ ଜାରି ରହିଥାଏ। ତେଣୁ ସାର୍ସ-କୋଭ-୨ରେ ମଧ୍ୟ ଏଭଳି ମ୍ୟୁଟେସନ୍ ଜାରି ରହିବ ବୋଲି.କୁହାଯାଇଛି। ଅପରପକ୍ଷରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି, ଏହା କୌଣସି ନୂଆ ପ୍ରଜାତି ନୁହେଁ। ପୂର୍ବରୁ ରହିଥିବା ଜେଏନ୍.୧ର ଏବେ ନାମକରଣ କରାଯାଇଛି। ତେଣୁ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡା.ମିଶ୍ର କହିଛନ୍ତି।
Recent Posts
- Nureca Limited Reports 18.28 percent Growth for Q3 FY25, Releases Strategic Plan for FY26
- Samsung Galaxy S25 Ultra Introduces Corning Gorilla Armor 2, the Industry’s First Anti-Reflective Glass Ceramic For Mobile Devices
- ASRTU Launches Nationwide Initiative to Honour Drivers on “Drivers Day”
- Strong Workplace Culture Key to Retention: 91 percent Say Work-Life Balance Is Crucial, Reports Primus Partners
- The ROI of Luxury: Why Investing in Luxury Homes in NCR is a Smart Move
- Editor's Pick (14)
- Main Stories (38)
- National & International (3,347)
- Popular (2)
- Uncategorized (4)
- ଅପରାଧ (2)
- ଅର୍ଥ ବ୍ୟବସ୍ଥା (9)
- ଉଦ୍ୟୋଗ (8)
- ଓଡ଼ିଶା (17)
- କ୍ରୀଡା (2)
- ଟେକ୍ନୋଲୋଜି (8)
- ଦେଶ ବିଦେଶ (3)
- ଫ୍ୟାଶନ୍ (2)
- ବାଣିଜ୍ୟ ଓ ଅର୍ଥ (22)
- ବିଜ୍ଞାନ (1)
- ବ୍ୟକ୍ତିବିଶେଷ (1)
- ଭ୍ରମଣ (8)
- ମନୋରଞ୍ଜନ (14)
- ରାଜନୀତି (12)
- ଶିକ୍ଷା (8)
- ଷ୍ଟାର୍ଟଅପ୍ (2)
- ସାହିତ୍ୟ ଓ ସଂସ୍କୃତି (6)
- ସ୍ୱତନ୍ତ୍ର (7)
- ସ୍ୱାସ୍ଥ୍ୟ (5)
[url=https://pint77.com] Pinterest advertising for the USA and English-speaking countries. Etsy, amazon, shopify, ebay[/url]
[url=https://pint77.com] Pinterest advertising for the USA and English-speaking countries. Etsy, amazon, shopify, ebay[/url]
Erectile dysfunction treatments available online from TruePills.
Discreet, next day delivery and lowest price guarantee.
Viagra is a well-known, branded and common erectile dysfunction (ED) treatment for men.
It’s available through our Online TruePills service.
Trial ED Pack consists of the following ED drugs:
Viagra Active Ingredient: Sildenafil 100mg 5 pills
Cialis 20mg 5 pills
Levitra 20mg 5 pills
https://true-pill.top/
Deponit
Neocard
Arotin
Quetialan