Spread the love

ଯଦି ଆପଣ ଫୋନ୍ କିଣିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ବେଶ୍ ଗୁରୁତ୍ବପୂର୍ଣ୍ଣ । ଏବେ ଏହି ଫୋନ୍ ଆପଣଙ୍କ ୫୦୦୦ ଟଙ୍କାର ଡିସକାଉଣ୍ଟରେ ମିଳିବ ।

ଭାଲେଣ୍ଟାଇନ୍ସ ଡେ ଅବସରରେ ଆମାଜନରେ ଏକ ବଡ ସେଲ୍ ଚାଲିଛି । ସେଲର ନାମ ହେଉଛି ଫାବ୍ ଫୋନ୍ସ ଫେଷ୍ଟ, ଏବଂ ଏଠାରୁ ଗ୍ରାହକମାନେ ଅତି କମ୍ ମୂଲ୍ୟରେ ଏକରୁ ଅଧିକ ଫୋନ୍ ଘରକୁ ନେଇପାରିବେ, ତାହା ପୁଣି କମ୍ ମୂଲ୍ୟରେ । ଭାଲେଣ୍ଟାଇନ୍ସ ଡେ’କୁ ଦୃଷ୍ଟିରେ ରଖି ଏହି ସେଲ୍ ରଖାଯାଇଛି, ତେଣୁ ଏହାର ଶେଷ ଦିନ ହେଉଛି ଆଜି ।


Spread the love